ମାନବିକତାକୁ ବାଦଦେଇ ମଣିଷ ସମାଜ ତିଷ୍ଟିରହିବା ଅସମ୍ଭବ! ଯଦିଓ ବସ୍ତୁବାଦର ଚକ୍ରବ୍ୟୁହରେ ପଡ଼ି ମଣିଷ ଧୀରେଧୀରେ ସ୍ଵାର୍ଥପର ହେବାରେ ଲାଗିଛି, ତଥାପି ମାନବିକତା ତା ଅସ୍ତିତ୍ବ ହରାଇନାହିଁ! ଆମ ଚାରିପଟେ ଅମାନବିକତାର ଉଦାହରଣ ଅସରନ୍ତି ଥାଇପାରେ, ହେଲେ ମାନବିକତାର ନିଦର୍ଶନ କିଛି କମ ବି ନାହିଁ। ପ୍ରତ୍ୟକ ମନୁଷ୍ୟ ଭିତରେ କେଉଁଠି ନା କେଉଁଠି ମାନବୀୟ ସମ୍ବେଦନଶୀଳତା ନିଶ୍ଚିତ ସୁପ୍ତ ହୋଇ ରହିଛି। ତେବେ ତାକୁ ଜାଗ୍ରତ କରିବାର ଦାୟିତ୍ୱ କିଏ ନେବ? ବିଚାର ଆପଣଙ୍କ ହାତରେ…!
#ମାନବିକତାର ଜୟ ହେଉ #ମଣିଷପଣିଆ ଅତୁଟ ଥାଉ!

Manabikata Samaja News Achyuta Samanta December-16

View/Download PDF